Tag: ସରଣ୍ଡା

ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ–ନକ୍ସଲ ଏନକାଉଣ୍ଟର, ପୁରସ୍କାରପ୍ରାପ୍ତ ନକ୍ସଲ ଅମିତ ହାଂସଦା ନିହତ

ରାଉରକେଲା:ଆଜି ସକାଳେ ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ସିପିଆଇ (ମାଓବାଦୀ) ନକ୍ସଲମାନଙ୍କ ମଧ୍ୟରେ ଭୟାବହ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ପୁରସ୍କାରପ୍ରାପ୍ତ ନକ୍ସଲ ଅମିତ ହାଂସଦା ଓରଫ ଆପ୍ତନ ନିହତ ହୋଇଛି।