ରବିନ୍ଦ୍ର ପ୍ରଧାନଙ୍କୁ “ବୀର ସୁରେନ୍ଦ୍ର ସାଇ” ସ୍ରେଷ୍ଠ ସମାଜସେବୀ ପୁରସ୍କାର
ସୁନାବେଡା: ପଶ୍ଚିମ ଓଡିଶା ସାହିତ୍ୟ-ସଂସ୍କୃତିକ ସମିତି (West Odisha Cultural Parishad)ଙ୍କ Silver Jubilee Nuakhai Get-Together Festivalରେ ସୁନାବେଡା ମ୍ୟୁନିସିପାଲିଟିର ସମାଜସେବୀ ରବିନ୍ଦ୍ର ପ୍ରଧାନଙ୍କୁ “ବୀର…
