ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାଇରାଲ ଭିଡିଓ ନେଇ ତୀବ୍ର ଚର୍ଚ୍ଚା, ଡାକ୍ତର ଜୟ କୁମାର ପଣ୍ଡାଙ୍କ ବଦଳି ପଛରେ ଷଡଯନ୍ତ୍ର ଅଭିଯୋଗ, ପାରଳାଖେମୁଣ୍ଡିରେ ତଦନ୍ତ ଦାବି।
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ନିକଟସ୍ଥ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଚାଲିଛି। ପାଞ୍ଚ ଦିନ ପୂର୍ବରୁ ଡାକ୍ତର ଜୟ…
