ଭାରତ ୪୧ ରନ୍ରେ ବାଂଲାଦେଶକୁ ହରାଇ ଏସିଆ କପ୍ ୨୦୨୫ ଫାଇନାଲରେ ପ୍ରବେଶ
ଭାରତ ୪୧ ରନ୍ରେ ବାଂଲାଦେଶକୁ ହରାଇ ଏସିଆ କପ୍ ୨୦୨୫ ଫାଇନାଲରେ ପ୍ରବେଶ।ଦୁବାଇରେ ଅନୁଷ୍ଠିତ ଏସିଆ କପ୍-୨୦୨୫ ସୁପର-୪ ମ୍ୟାଚ୍ରେ ଭାରତ ବାଂଲାଦେଶକୁ ୪୧ ରନ୍ରେ ପରାଜିତ କରିଥିବାରୁ ଫାଇନାଲରେ ପହଞ୍ଚିଛି। ବାଂଲାଦେଶ ୧୬୯ ରନ୍ର ବିଜୟ ଲକ୍ଷ୍ୟ ନେଇ ୧୯.୩…
