Tag: ନାଗରିକଙ୍କ ଉପରେ ନଜର ରଖିବାକୁ ନୂଆ ଆପ୍ ଲଞ୍ଚ କରିବ ରୁଷିଆ

ନାଗରିକଙ୍କ ଉପରେ ନଜର ରଖିବାକୁ ନୂଆ ଆପ୍ ଲଞ୍ଚ କରିବ ରୁଷିଆ, ହ୍ଵାଟସଆପରେ ଲାଗିବ କଟକଣା!

ରୁଷିଆ ଏକ ନୂଆ ଡିଜିଟାଲ ଡିଭାଇସ ଲଞ୍ଚ କରିବାକୁ ଯାଉଛି, ଯେଉଁଥିରେ ଏକ ନୂଆ ମେସେଞ୍ଜର ଆପ୍ ‘ମ୍ୟାକ୍ସ’ ସ୍ଥାପିତ ହେବ। ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ, ଏହି ଆପ୍ ଜରିଆରେ କ୍ରେମଲିନ ରୁଷିଆର ନାଗରିକଙ୍କ ଉପରେ ନଜର ରଖିପାରେ। ‘ଦି…