ସମ୍ବଲପୁରରେ ‘ନୂଆଁଖାଇ’ ପାଳନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବର୍ଷର ‘ନୂଆଁଖାଇ’ ପର୍ବ ସମ୍ବଲପୁରରେ ପାଳନ କରିଛନ୍ତି। ସେ ଆଜି ସିନ୍ଦୂରାପଙ୍କଠାରେ ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ସପରିବାର ‘ନୂଆଁଖାଇ’ରେ ଯୋଗଦେଇଥିଲେ।…
