ଜଙ୍ଗଲ ଭିତରେ ଖସିଥିଲା ଏଏନ୍-୨୪ବିମାନ, ଭାଇରାଲ ହେଲା ଭିଡିଓ
ଭାରତ, ବାଂଲାଦେଶ ପରେ ଏବେ ରୁଷିଆ। ଦେଶ ଅଲଗା କିନ୍ତୁ ଦୁର୍ଘଟଣା ଏକପ୍ରକାରର। ଭାରତରେ ଏୟାର ଇଣ୍ଡିଆ ବିମାନ ଏକ ମେଡିକାଲ କଲେଜ ଉପରେ ଖସିବା ପରେ ପ୍ରାୟ ୨୬୦ଜଣଙ୍କର ମୃତ୍ୟୁ ହୋଇଥିଲା। ବାଂଲାଦେଶରେ ମଧ୍ୟ ଏକ ଲଢ଼ୁଆ ବିମାନ ସ୍କୁଲ…
Vasundhara Information and Media Group