ରାଉରକେଲାରେ ପୂର୍ବତଟ ରେଳବାଇଙ୍କୁ ହକିରେ ବଡ଼ ଜିତ

ରାଉରକେଲାରେ ପୂର୍ବତଟ ରେଳବାଇଙ୍କୁ ହକିରେ ବଡ଼ ଜିତ
Spread the love

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହୋଇଥିବା ୪ଥର୍ ସିନିଅର୍ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାରେ ପୂର୍ବତଟ ରେଳବାଇ ୪-୨ ଗୋଲ୍‌ରେ ସୁନ୍ଦରଗଡ଼ ହକି ସଂଘକୁ ପରାସ୍ତ କରି ଚାମ୍ପିଅନ୍‌ ହେଲା।ଅନ୍ତର୍ଜାତୀୟ ଖେଳାଳି ଅମିତ ରୋହିଦାସଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ଏହି ବିଜୟରେ ମୁଖ୍ୟ ଭୂମିକା ନିଭାଇଲା।