MKCG ସ୍ଵତନ୍ତ୍ର ବିଦ୍ୟାଳୟ ମୋହନା ପ୍ରି: କ୍ରୀସମାସ ସେଲେବ୍ରେଅସନ ୨୦୨୫ ।

MKCG ସ୍ଵତନ୍ତ୍ର ବିଦ୍ୟାଳୟ ମୋହନା ପ୍ରି: କ୍ରୀସମାସ ସେଲେବ୍ରେଅସନ ୨୦୨୫ ।
Spread the love

MKCG ସ୍ଵତନ୍ତ୍ର ବିଦ୍ୟାଳୟ ମୋହନା ପ୍ରି: କ୍ରୀସମାସ ସେଲେବ୍ରେଅସନ ୨୦୨୫ ।

ଗଜପତି ୧୭/୧୨/( ମନୋଜ ପାଢ଼ୀ) ଆଜି ମୋହନା ସ୍ଥିତ ଅନ୍ଧ ଓ ମୂଖ୍ୟ ବଧିର ବିଦ୍ୟାଳୟ ପ୍ରି: କ୍ରୀସମାସ ପାଳନ କରାଗଲା । ଉକ୍ତ ପ୍ରୋଗ୍ରାମ ରେ ଶିକ୍ଷା କମିଟି ର ସଭାପତି ଶ୍ରୀ ପ୍ରଶାନ୍ତ ବିର ସଭପତିତ୍ବ କରିବା ସହ ମୁଖ୍ୟ ଅତିଥି ସମ୍ମାନୀତ ଜାଜକ ଆଇସାକ ନାୟକ ମୂଖ୍ୟ ବକ୍ତା ମାନନୀୟ ଯାଜକ ମାଲ୍ୟକାସ ବିର ଓ ସମ୍ମାନୀତ ଅତିଥି,ଅଧ୍ୟକ୍ଷା ଗିରିଜା ମିଶ୍ର ଏବଂ MR and CP ଅଧ୍ୟକ୍ଷା ସ୍ୱାଗତିକା ସିଂ ।ମାନନୀୟ ଡୀକନ ( ଉପଯାଜକ) ଏହା ମାସଂଘ୍ ର ସମସ୍ତ ସଦ୍ୟସ୍ୟ ଗଣ , ପିଲାମାନଙ୍କ ସହ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରି ଏବଂ ଦାୟିତ୍ଵ ରେ ଥିବା କର୍ମଚାରି ମାନଙ୍କ ଉପସ୍ଥିତିରେ ୨୦୨୫ ବର୍ଶ ର ପ୍ରୀ: କ୍ରି ସମାସ ପାଳନ କରାଯାଇଥିଲା।ପ୍ରଥମେ ଅତିଥି ମାନଙ୍କୁ ଫୁଲତୋଡ଼ା ଦେଈ ସ୍ଵାଗତ କରାଗଲାକ୍ରିସମାସ କେକ, ମୂଖ୍ୟ ଅତିଥି ଓ ପିଲାମାନଙ୍କ ମାସଂଘ ସହ ମିଶି cake କାଟିଲେ।

ମିଷ୍ଟାନ୍ନ , ବୁକ୍, ସ୍କେଚ ଇତ୍ୟାଦି ଦିଆଗଲାପରିଶେଷର warden ଲକ୍ଷ୍ମଣ ମଲ୍ଲିକ ଧନ୍ୟବାଦ ଦେଇ ସଭାସଂଘ କରିଥିଲେ।