ଭୁବନେଶ୍ୱର: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କୋମାରେ, ଏମ୍ସରୁ ଜାରି ହେଲା ମେଡିକାଲ୍ ବୁଲେଟିନ୍ ନିମୋନିଆରେ ପୀଡ଼ିତ ଓ କୋମାରେ ଅଛନ୍ତି।ମଧ୍ୟାହ୍ନ ପରଠାରୁ ICUରେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ବହୁବିଧ ରୋଗରେ ପୀଡ଼ିତ ଥିବା ସୂଚନା ମଧ୍ୟ bulletin ରେ ଉଲ୍ଲେଖ ହୋଇଛି।
ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କୋମାରେ, ଏମ୍ସରୁ ଜାରି ହେଲା ମେଡିକାଲ୍ ବୁଲେଟିନ୍
