୬୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

Spread the love

୬୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ପୁଲିସ ୬୫୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏଥି ସହିତ ୧୭୫ ବୋତଲ କଫସିରଫ ଜବତ ହୋଇଛି। ଏହି ମାମଲାରେ ମା’ ଓ ପୁଅ ସମେତ ତିନି ଜଣ ଗିରଫ ହୋଇଛନ୍ତି!