୧୦୭ ବର୍ଷ ବୟସରେ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ଙ୍କ ପରଲୋକ।

୧୦୭ ବର୍ଷ ବୟସରେ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ଙ୍କ ପରଲୋକ।
Spread the love

୧୦୭ ବର୍ଷ ବୟସରେ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ଙ୍କ ପରଲୋକ।

୧୦୭ ବର୍ଷ ବୟସରେ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ଙ୍କ ପରଲୋକ।ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ସ୍ଥିତ ବାସ ଭବନରେ ଆଜି ସକାଳୁ ତାଙ୍କର ପରଲୋକ ଘଟିଛି।ସେ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟ ଜନିତ ପୀଡ଼ା ଭୋଗ କରିଥିଲେ।ସେ ପାରମ୍ପରିକ କୃଷ୍ଣ ଲୀଳା ଗୁରୁ ହିସାବରେ ବେସ ପରିଚିତ ଥିଲେ ସେଥିପାଇଁ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ