ଅତ୍ୟନ୍ତ ଦୁଃଖଦ ସୂଚନା 🙏ସେମିଲିଗୁଡାର ପ୍ରସିଦ୍ଧ ସମାଜସେବୀ ଏବଂ ବ୍ୟବସାୟୀ ଶ୍ରୀ ଲକ୍ଷ୍ମଣ କୁମାର ରାଉତ ଙ୍କ ଦେହାନ୍ତ ଆଜି ହୋଇଛି । ଦୀର୍ଘ ରୋଗଭୋଗ ପରେ ସେ ଆମ ମଧ୍ୟରେ ନାହାନ୍ତି । ହିନ୍ଦୁ ଏକତା ପାଇଁ ସେ ଜୀବନ ଭରି ଲଢ଼େଇ କରିଥିଲେ ।ସେମିଲିଗୁଡା ଅଞ୍ଚଳର ସମସ୍ତେ, ତାଙ୍କ ପରିବାର ସଦସ୍ୟମାନେ ଓ ନିକଟ ସହଯୋଗୀମାନେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି ।ତାଙ୍କ ଭଲଚାହୁଁଥିବା କୃଷ୍ଣ ସିଂହ ମଧ୍ୟ ଗଭୀର ଶୋକ ପ୍ରକାଶ କରି ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।
ସେମିଲିଗୁଡାର ପ୍ରସିଦ୍ଧ ସମାଜସେବୀ ଏବଂ ବ୍ୟବସାୟୀ ଶ୍ରୀ ଲକ୍ଷ୍ମଣ କୁମାର ରାଉତ ଙ୍କ ଦେହାନ୍ତ ଆଜି ହୋଇଛି !
