ସୁନାବେଡାରେ ଚୋରି ମାମଲାରେ ୨ ଗିରଫ, ସୁନା ଗହଣା ଜବତ

ସୁନାବେଡାରେ ଚୋରି ମାମଲାରେ ୨ ଗିରଫ, ସୁନା ଗହଣା ଜବତ

ସେମିଳିଗୁଡାରେ ହୋଇଥିବା ଚୋରି ମାମଲାରେ ସୁନାବେଡା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ୯୦ ଗ୍ରାମ ସୁନାଗହଣା, ମୋବାଇଲ ଓ ଲ୍ୟାପଟପ ଜବତ କରିଛି।