ରୁଷିକୁଲ୍ୟା ନଦୀରେ ଭାସି ଗୃହିଣୀ ଙ୍କ ଅକାଳ ମୃତ୍ୟୁ ଘଟିଛି।

ରୁଷିକୁଲ୍ୟା ନଦୀରେ ଭାସି ଗୃହିଣୀ ଙ୍କ ଅକାଳ ମୃତ୍ୟୁ ଘଟିଛି।
Spread the love

ରୁଷିକୁଲ୍ୟା ନଦୀରେ ଭାସି ଗୃହିଣୀ ଙ୍କ ଅକାଳ ମୃତ୍ୟୁ ଘଟିଛି।

ଧରାକୋଟ ଥାନ ଅନ୍ତର୍ଗତ ଜାନିବିଲି ଗ୍ରାମର ଶଙ୍କର ବିଷୋୟୀ ଙ୍କ ପତ୍ନୀ ରୁନୁ ବିଷୋୟୀ ନାମ୍ନୀ ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ରୁଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ନଦୀ ଭିତରକୁ ଖସି ଯାଇଥିଲେ ଓ ସେହି ଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମୃତ ମହିଳାଙ୍କ ସମ୍ପର୍କିୟ ଭାଇ କେଶବ ବିଷୋୟୀ ଧରାକୋଟ ଥାନ ରେ ଖବର ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ନଂ ୮/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।