ମୋହନା MKCG ସ୍ଵତନ୍ତ୍ର ବିଦ୍ୟାଳୟ ବାସନ୍ତୀ ବିର ଙ୍କର ୨୫ ତମ ଜନ୍ମଦିନ ପାଳନ ।
ଗଜପତି ୧୪/୧୨(ମନୋଜ ପାଢ଼ୀ)ଆଜି ମୋହନା MKCG ବିଦ୍ୟାଳୟ ଠାରେ ସ୍ଥାନୀୟ ସୁଶ୍ରୀ ବାସନ୍ତୀ ବିରଙ୍କର ୨୫ ତମ ଜନ୍ମଦିନ ପାଳନ କରାଗଲା । ଏଥିରେ ସମସ୍ତ ପରିବାରର ସଦସ୍ୟ ମାନେ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିତୀ ମାନଙ୍କୁ ଫୁଲତୋଡ଼ା ଉପଢ଼କନ ଦେଇ ସ୍ଵାଗତ ପରିବେଶନ କରାଗଲା ।
ସୁଶ୍ରୀ ବାସନ୍ତୀ ବିର ଓ ପରିବାର ସଦସ୍ୟ ମାନଙ୍କ ପାଇଁ ଅନୁଷ୍ଠାନ ର ସମ୍ପାଦକ ପ୍ରଭୁଙ୍କ ନିକଟରେ ଧନ୍ୟବାଦ ଓ ସମସ୍ତେ ଭଲରେ ରହିବେ ସେଥିପାଇଁ ପ୍ରାଥନା କରିଥିଲେ।ଅନୁଷ୍ଠାନର ଅଧ୍ୟକ୍ଷା ଗିରିଜା ମିଶ୍ର , କର୍ମଚାରୀଗଣ ଏବଂ ପ୍ରିୟର ଛାତ୍ରଛାତ୍ରୀ ସହ ସୁଶ୍ରୀ ବାସନ୍ତୀ ବିରଙ୍କ ସହ ମିଶି cake 🎂🍰 କାଟିଲେ।
ଲକ୍ଷ୍ମଣ ମଲ୍ଲିକ warden ଧନ୍ୟବାଦ ଦେଇଥିଲେ। ଶେଷରେ ସମସ୍ତ ଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।