ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ କୋରା ସାହୁଙ୍କ ଦ୍ଵାଦଶ ଦିବସରେ ବଡ଼ଖେମୁଣ୍ଡି ତାଲୁକା ତରଫରୁ ସ୍ମୃତି ସଭା

ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ କୋରା ସାହୁଙ୍କ ଦ୍ଵାଦଶ ଦିବସରେ ବଡ଼ଖେମୁଣ୍ଡି ତାଲୁକା ତରଫରୁ ସ୍ମୃତି ସଭା
Spread the love

ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ କୋରା ସାହୁଙ୍କ ଦ୍ଵାଦଶ ଦିବସରେ ବଡ଼ଖେମୁଣ୍ଡି ତାଲୁକା ତରଫରୁ ସ୍ମୃତି ସଭା ।

ଗଜପତି(ମନୋଜ ପାଢୀ) ତା 28/10/25 ରିଖ ମଙ୍ଗଳବାର ଦିନ ବଡ଼ଖେମୁଣ୍ଡି ତାଲୁକା ମଧୁବୈଶ୍ୟ ସମାଜ ତରଫରୁ ଛେଳିଗଡ଼ର ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ କୋରା ସାହୁଙ୍କ ଦ୍ୱାଦଶାହ ଦିବସରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ଗଞ୍ଜାମ ଜିଲ୍ଲା ମଧୁବୈଶ୍ୟ ସମାଜ ସହସମ୍ପାଦକ ସୁବାସ ଚନ୍ଦ୍ର ସାହୁ ବଡ଼ଖେମୁଣ୍ଡି ତାଲୁକା ସଭାପତି ଗଣେଶ ସାହୁ ବଡ଼ଖେମୁଣ୍ଡି ସମ୍ପାଦକ ସୁଧାକର ସାହୁ ମାଳମୁଠା ସମ୍ପାଦକ ସନାତନ ସାହୁ ଲଷ୍ମୀ ସାହୁ ବାବୁଲି ସାହୁ ଗୋପାଳ ସାହୁ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ବର୍ଗତ କୋରା ସାହୁଙ୍କ ସ୍ମୃତି ଚାରଣ କରିଥିଲେ ଏହି ଅବସରରେ ସ୍ବର୍ଗତ ସାହୁଙ୍କ ସୁପୁତ୍ର ସୁଦର୍ଶନ ସାହୁ ଓ ଶଙ୍କର ସାହୁ ମାତା ଗୌରୀ ସାହୁ ଙ୍କୁ ଉପଢୌକନ ଓ ମରୋଣତ୍ତର ସମ୍ମାନ ପୂର୍ବକ ମାନପତ୍ର ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଦୁଇ ପୁତ୍ର, ଦୁଇ ପୁତ୍ରବଧୂ ଜୋଇଁ ରବୀନ୍ଦ୍ର ଝିଅ ସୁଷମା ନାତି ମନୋଜଙ୍କ ସହ ପରିବାର ବନ୍ଧୁବର୍ଗ ଉପସ୍ଥିତ ଥିଲେ |