ପ୍ରେସ୍ ଆଣ୍ଡ ମିଡ଼ିଆ ବେଲଫର ଏସୋସିଏସନ ରୟଗଡ ଜିଲ୍ଲା ର ସଭ୍ୟ ମେଡିକାଲ ରେ ଚିକ୍ଷିତ୍ସା ଧୀନ ସାମ୍ବାଦିକା ସୁପ୍ରିୟା ଙ୍କୁ ଭେଟିଲେ

Spread the love

ପ୍ରେସ୍ ଆଣ୍ଡ ମିଡ଼ିଆ ବେଲଫର ଏସୋସିଏସନ ରୟଗଡ ଜିଲ୍ଲା ର ସଭ୍ୟ ମେଡିକାଲ ରେ ଚିକ୍ଷିତ୍ସା ଧୀନ ସାମ୍ବାଦିକା ସୁପ୍ରିୟା ଙ୍କୁ ଭେଟିଲେ ରାୟଗଡା (ଅମୁଲ୍ୟ ନିଶଙ୍କ ) ପ୍ରେସ୍ ଆଣ୍ଡ ମିଡ଼ିଆ ବେଲଫର ଏସୋସିଏସନ ରୟଗଡ ଜିଲ୍ଲା ର ସଭ୍ୟ ତଥା ସାମ୍ବାଦିକା ସୁପ୍ରିୟା ସରଙ୍ଗୀ ଙ୍କ ସମ୍ବଲପୁର କୁଚିଣ୍ଡା ଠାରେ ବରଯାତ୍ରୀ ଗାଡି ଦୁର୍ଘଟଣ ରୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ପରେ ବିଶାଖାପାଟନମ ଚିକିଛାଳୟରେ ଭର୍ତି ହୋଇଥିଲେ l ଦୀର୍ଘ ଚାରିଦିନ ଏସୋସିଏସନପକ୍ଷରୁ ତଦାରଖ ଜାରି ରହିଥିଲା l ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନଜର ରେ ରଖା ଯାଇଥିଲା ଓ ଜଣେ ଆମ ସଭ୍ୟ ଙ୍କୁ ସେଠି ସମ୍ପୂର୍ଣ ତଦାରଖ ପାଇଁ ପଠାଯାଇଥିଲା l ପ୍ରତକ୍ଷ ଭାବେ ବୁଝିବା ପାଇଁ ଆମ ବେଲଫର ଟିମ ର ସଭ୍ୟ ଶିବାଜୀ ଦାଶ, ସନ୍ତୋଷ ପାଣିଗ୍ରାହୀ, ଜଗୁ ଭାଇ ସୁଶାନ୍ତ ପ୍ରଧାନ ଓ ଅମୁଲ୍ୟ ନିଶଙ୍କ ବିଶାଖାପାଟନମ ମେଡିକାଲ କୁ ଯାଇ ସୁପ୍ରିୟାଙ୍କ ଦେଖିବା ପରେ ତାଙ୍କୁ ସହାୟତ ନେଇ ତାଙ୍କ ମା ଓ ଡାକ୍ତର ଙ୍କ ସହ ଆଲୋଚନା ଓ ପ୍ରତି ସୃତି ଦେଇ ଆସିଲୁ l ସ୍ୱାସ୍ଥ୍ୟ ଅବସ୍ଥା ରେ କିପରି ଉନ୍ନତି ଆସିବ କିପରି ଭାବେ ଚିକତ୍ସା ଚାଲିବ ସେଥିପାଇଁ ମେଡିକାଲ ର କର୍ତୃପକ୍ଷ ଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ l ମେଡିକାଲ ରୁ ଫେରିବା ପରି କିପରି ଭାବେ ସୁପ୍ରିୟା ଚଳିବେ ସେଥିପାଇଁ ଆମ ବେଲଫର ଟିମ ସବୁ ପ୍ରକାର ସହାୟତା ପାଇଁ ଚେଷ୍ଟିତ l

ପ୍ରେସ୍ ଆଣ୍ଡ ମିଡ଼ିଆ ବେଲଫର ଏସୋସିଏସନ  ରୟଗଡ ଜିଲ୍ଲା  ର ସଭ୍ୟ ମେଡିକାଲ ରେ ଚିକ୍ଷିତ୍ସା ଧୀନ ସାମ୍ବାଦିକା ସୁପ୍ରିୟା ଙ୍କୁ ଭେଟିଲେ