ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
Spread the love

ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆପଡ଼ା: ଆସନ୍ତା ନଭେମ୍ବର ୧୧ରେ ହେବାକୁ ଥିବା ନୂଆପଡ଼ା ଉପ ନିର୍ବାଚନ ପାଇଁ କଂଗ୍ରେସ ଦଳ ତାଙ୍କ ପ୍ରାର୍ଥୀ ଘୋଷଣା କରିଛି। ଘାସୀରାମ ମାଝୀଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, AICC ପକ୍ଷରୁ ଘାସୀରାମ ମାଝୀଙ୍କ ନାଁ ଉପରେ ମୋହର ଲାଗିଛି। ଏହା ସହ ନୂଆପଡ଼ା ଆସନରେ ରାଜନୀତିକ ହଳଚଳ ବଢ଼ିଛି।