ନୂଆଁଗଡ଼ ୟୁବା ମଞ୍ଚ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ

ନୂଆଁଗଡ଼ ୟୁବା ମଞ୍ଚ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ। ବରଗଡ - (ଭବାନୀ ଶଙ୍କର ପାଢ଼ୀ) ତା-୨୨-୧୧-୨୦୨୫ରିଖ (ଶନି ବାର) ରକ୍ତ ର ଅଭାବ କୁ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମ ରେ ନୂଆଁଗଡ଼ ୟୁବା ମଞ୍ଚ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଠିକାଦାର ସଂଘ ର ସଭାପତି ଶ୍ରୀ ସୁଧାଂଶୁ ଗଡ଼ତିଆ ,ତାଙ୍କ ଧର୍ମ ପତ୍ନୀ ସୁସ୍ମିତା ଗଡ଼ତିଆ ଖଣ୍ଡହଥା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଚିତ୍ରସେନ ସାହୁ,ପୂର୍ବତନ ସରପଞ୍ଚ ଶ୍ରୀ କ୍ଷିରୋଦ୍ର ସାହୁ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ନୂଆଁଗଡ଼ ୟୁବା ମଞ୍ଚ ର ପପ୍ପୁ ସାହୁ, ଆନନ୍ଦ ସାହୁ, ଅନିଲ ବେହେରା, ପ୍ରିତମ ଭୁଏ, କୁନା ଭୁଏ, ଆକଶ ସାହୁ, ସହଦେବ ଭୁଏ, ପ୍ରଶାନ୍ତ ଜାଲ ଅନ୍ୟ ସଦସ୍ୟ ଓ ଲେକୃ ପଧାନ, ଗଣେଶ ଭୋଇ, କରୁଣା କର ସାହୁ ଙ୍କ ସହ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
Spread the love

ନୂଆଁଗଡ଼ ୟୁବା ମଞ୍ଚ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୨-୧୧-୨୦୨୫ରିଖ (ଶନି ବାର)ରକ୍ତ ର ଅଭାବ କୁ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମ ରେ ନୂଆଁଗଡ଼ ୟୁବା ମଞ୍ଚ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଠିକାଦାର ସଂଘ ର ସଭାପତି ଶ୍ରୀ ସୁଧାଂଶୁ ଗଡ଼ତିଆ ,ତାଙ୍କ ଧର୍ମ ପତ୍ନୀ ସୁସ୍ମିତା ଗଡ଼ତିଆ ଖଣ୍ଡହଥା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଚିତ୍ରସେନ ସାହୁ,ପୂର୍ବତନ ସରପଞ୍ଚ ଶ୍ରୀ କ୍ଷିରୋଦ୍ର ସାହୁ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ନୂଆଁଗଡ଼ ୟୁବା ମଞ୍ଚ ର ପପ୍ପୁ ସାହୁ, ଆନନ୍ଦ ସାହୁ, ଅନିଲ ବେହେରା, ପ୍ରିତମ ଭୁଏ, କୁନା ଭୁଏ, ଆକଶ ସାହୁ, ସହଦେବ ଭୁଏ, ପ୍ରଶାନ୍ତ ଜାଲ ଅନ୍ୟ ସଦସ୍ୟ ଓ ଲେକୃ ପଧାନ, ଗଣେଶ ଭୋଇ, କରୁଣା କର ସାହୁ ଙ୍କ ସହ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।