ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଠାରେ ୧୬୪ ତମ ସ୍ଵଭାବ କବି ଗଂଗାଧର ମେହେର କଂ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।

Spread the love

ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଠାରେ ୧୬୪ ତମ ସ୍ଵଭାବ କବି ଗଂଗାଧର ମେହେର କଂ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଝିଲିମିଣ୍ଡା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ଭୋଇ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପୁଷ୍ପକ କୁମାର ମେହେର( ଲରମ୍ଭା ମହାବିଦ୍ୟାଳୟ) ।ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ପ୍ରଧାନ (ତାଲମେଣ୍ଡା ଉଚ୍ଚ ବିଦ୍ୟାଳୟ) ।ସମ୍ମାନିତ ଅତିଥି ଝିଲିମିଣ୍ଡା ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ଯ ମକରଧ୍ୱଜ ଭୂଏ, ଝିଲିମିଣ୍ଡା ସମିତି ସଭ୍ୟା ମଂଜୁଲତା ବଢ଼େଇ, କାଦୋବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେଶୱାଲ, ତାଲମେଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ମହାକୁର, କାଦୋବାହାଲ ମହାବିଦ୍ୟାଳୟ ର ପ୍ରଧ୍ୟାପକ ଅରବିନ୍ଦ ଦାସ, ସ୍ଵେଚ୍ଛାସେବୀ କାଦୋବାହାଲ ଜୟଦେବ ମେହେର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜହ୍ନାପଡା ଶିବାଜୀ ବିଶି। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷକ ଧର୍ମରାଜ ପ୍ରଧାନ, ପରିଚାଳନା ରେ ସହଯୋଗ କରିଥିଲେ,ନିରଞ୍ଜନ ପ୍ରଧାନ, ବିରେନ୍ଦ୍ର କୁମାର ଭୋଇ, ଭୁବନେଶ୍ବର ଭୋଇ, ଅକ୍ଷୟ ବଢ଼େଇ, ରୋହିତ କୁମାର ଭୋଇ, ମୈତ୍ରୀ ସେଠ, ପ୍ରତାପ କୁମାର ରଣା। ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ଥିଲେ, ପ୍ରଫେସର ଡକ୍ଟର ବାଳଗୋବିନ୍ଦ ବାବୁ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ। ମେଧା ପୁରସ୍କାର- ନିକି ମହାପାତ୍ର, ସ୍ମିତାରାଣି ପ୍ରଧାନ ଓ ନମ୍ରତା ଭୋଇ । ରାମଚନ୍ଦ୍ର ମହାପାତ୍ର ସ୍ମୃତି ପୁରସ୍କାର – ନିକି ମହାପାତ୍ର, ସ୍ମିତାରାଣି ପ୍ରଧାନ ଓ ସୋମେଶ କୁମାର ମହାକୁର। ଜୟ ଜଗନ୍ନାଥ ସ୍କଲାରସିପ୍ (ଜୟଦେବ ମେହେର) – ନିକି ମହାପାତ୍ର, ବର୍ଷାରାଣୀ ବାଗ ଓ ସମ୍ବିତ କୁମାର ମହାପାତ୍ର। ଏହି ଅବସରରେ ଛାତ୍ରଛାତ୍ରୀ ମାନକଂ ଦ୍ବାରା ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ସହଯୋଗ କରିଥିଲେ ବୈକୁଣ୍ଠ ସେଠ, ଗଣେଷ ମାଝୀ ଓ ସନୁ ତରିଆ। ପରିଶେଷରେ ସହକାରୀ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଭୂଏ।