ଝରାପାଲି ଲିମଟିକରା ନଳକୂଅ ମରାମତି କରି ପାନୀୟଜଳର ସମସ୍ୟା ଦୂରକରିବା ପାଇଁ ଜନସାଧାରଣକଂ ଦାବି ।

ଝରାପାଲି ଲିମଟିକରା ନଳକୂଅ ମରାମତି କରି ପାନୀୟଜଳର ସମସ୍ୟା ଦୂରକରିବା ପାଇଁ ଜନସାଧାରଣକଂ ଦାବି ।
Spread the love

ଝରାପାଲି ଲିମଟିକରା ନଳକୂଅ ମରାମତି କରି ପାନୀୟଜଳର ସମସ୍ୟା ଦୂରକରିବା ପାଇଁ ଜନସାଧାରଣକଂ ଦାବି ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି, ଲିମଟିକରା ଠାରେ ବହୁ ଦିନ ରୁ ନଳକୂଅ ରେ ବହୁତ ହେଣ୍ଡଲ ମାରିଲେ ଅଲ୍ପ ଅଲ୍ପ ପାଣି ବାହାରୁଛି, ଫଳରେ ପାନୀୟଜଳର ଅଭାବ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭେଡେନ ବ୍ଲକ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଲିମଟିକରା ଗ୍ରାମବାସୀ ଦାବି କରୁଛନ୍ତି।