ଖୁଡ଼ି ଗ୍ରାମପଞ୍ଚାୟତ ରେ ବିଧାୟକ ଙ୍କ ପରିଦର୍ଶନ

ଖୁଡ଼ି ଗ୍ରାମପଞ୍ଚାୟତ ରେ ବିଧାୟକ ଙ୍କ ପରିଦର୍ଶନ
Spread the love

ଖୁଡ଼ି ଗ୍ରାମପଞ୍ଚାୟତ ରେ ବିଧାୟକ ଙ୍କ ପରିଦର୍ଶନ

__________________________________

ସେମିଳିଗୁଡା: କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକର ଖୁଡ଼ି ଗ୍ରାମପଞ୍ଚାୟତ ରେପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ବିଧାୟକ ରାମଚନ୍ଦ୍ର କାଡାମ ପରିଦର୍ଶନ କରିଚନ୍ତି।ପଞ୍ଚାୟତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ରେ ଉନ୍ନୟନ ମୂଳକ କାର୍ଯ ତଦରିଖ କରିଥିଲେ।ଲୋକ ଙ୍କ ସହ ଆଲୋଚନା କରିଛନ୍ତି।ଲୋକ ଙ୍କ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ। କଙ୍କଡ଼ାଆମ୍ବ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବା ସହ ପାଠ ପଢ଼ିବ ସହ ଭଲ ମଣିଷ ହେବା ପାଇଁ କହି ଥିଲେ।ପିଲାମାନେ ଅନେକ ବିଷୟରେ ରୁଚି ରଖୁଥିବା ଜାଣିବିଧାୟକ କାଡାମ ବହୁତ ଖୁସି ଅନୁଭବ କରି ଥିଲେ।। ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ପିଲାମାନ ସହ କିଛି ସମୟ ରହିଥିଲେ।ବିଧାୟକ ଙ୍କ ସହ କଂଗ୍ରେସ ନେତା କର୍ମୀ ଯୋଗ ଦେଇଥିଲେ।ବିଧାୟକ କାଡାମ ଙ୍କ ବିଭିନ୍ନ ଗ୍ରାମ ରେ ସ୍ଵାଗତ କରି ଥିଲେ।