ଖାରିଗୁଡା ନିକଟରେ ଓଲଟିଲା ପେଟ୍ରୋଲ ବୁଝେଇ ଗାଡି ଚାଳକ ଆହାତ ।

ଖାରିଗୁଡା ନିକଟରେ ଓଲଟିଲା ପେଟ୍ରୋଲ ବୁଝେଇ ଗାଡି ଚାଳକ ଆହାତ ।
Spread the love

ଖାରିଗୁଡା ନିକଟରେ ଓଲଟିଲା ପେଟ୍ରୋଲ ବୁଝେଇ ଗାଡି ଚାଳକ ଆହାତ । ଆର,ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲା ଅଡବା ଥାନା ଖାରୀଗୁଡା ଗାଁ ନିକଟ ବୁଲାଣି ଭରଶ୍ୟାମ ହରାଇ ଓଲଟିଲା ପେଟ୍ରୋଲ ବୁଝେଇ ଟାଙ୍କି ଗାଡି ଚାଳକ ଆହାତ ପାରାଦୀପ ରୁ ଭିଷ୍ମକଟକ ପେଟ୍ରୋଲ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ସ୍ଥାନୀୟ ଲୋକେ ଗାଡି ଓଲଟିବା ପରେ ପେଟ୍ରୋଲ ବହି ନେଇଥିଲା ପୋଲିସ କୁ ଦେଖି ଧାଇଁଲେ ଲୋକେ ।