କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି, ନାରାୟଣପାଟଣା ଠାରେ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’

କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି, ନାରାୟଣପାଟଣା ଠାରେ 'ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର
Spread the love

କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି, ନାରାୟଣପାଟଣା ଠାରେ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି, ନାରାୟଣପାଟଣା ଠାରେ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହିତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।