ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ଦିନ!ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଓଡ଼ିଶା ବିଧାନସଭାରେ ପ୍ରତ୍ୟକ୍ଷ ସମ୍ବୋଧନ।ଓଡ଼ିଶାର ବିଧାନ ଇତିହାସରେ ଏହି ମୁହୂର୍ତ୍ତ ଚିରଅମର ଭାବେ ଲେଖାହେଲା।ସ୍ବର୍ଣ୍ଣିମ ଅଧ୍ୟାୟ ଭାବେ ଏହି ଦିନକୁ ସଦା ସ୍ମରଣ କରିବେ ଓଡ଼ିଶାବାସୀ…
ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ଦିନ!
