ହ୍ୱାଇଟ୍ହାଉସନିକଟରେ_ଗୁଳିକାଣ୍ଡ

Spread the love

#ହ୍ୱାଇଟ୍_ହାଉସ_ନିକଟରେ_ଗୁଳିକାଣ୍ଡ

ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ନିକଟରେ ଆଜି ଗୁଳିକାଣ୍ଡ ସଂଘଟିତ ହୋଇଛି। ହ୍ୱାଇଟ୍ ହାଉସରୁ କେବଳ କିଛି ବ୍ଲକ ଦୂରରେ ଗୁଳି ଚାଲିଥିବା ସୂଚନା ମିଳିଛି।ଘଟଣାରେ ୨ ନ୍ୟାସନାଲ ଗାର୍ଡ ସଦସ୍ୟ ସମେତ ୩ ଜଣ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଚିକିତ୍ସା ଦିଆଯାଉଛି।ପୁଲିସ ଜଣେ ସନ୍ଦେହଭାଜନକୁ ଅଟକ କରିଛି। ଘଟଣାସ୍ଥଳକୁ ସମ୍ପୂର୍ଣ୍ଣ ସିଲ୍ କରି ତନାଘନା ଚାଲିଛି।ପୁଲିସ ଘଟଣାର କାରଣ ଏବଂ ଅନ୍ୟ ଚାଳିତ ମାମଲା ସମ୍ପର୍କରେ ତଦନ୍ତ ଜାରି ରଖିଛି।