ନାଳରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ। ୧୮ ଆହତ, ୩ ଗୁରୁତର ବୁର୍ଲା ସ୍ଥାନାନ୍ତର।

Spread the love

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ନିକଟ‌ ଏକ ନାଳରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ। ୧୮ ଆହତ, ୩ ଗୁରୁତର ବୁର୍ଲା ସ୍ଥାନାନ୍ତର।