ଛତିଶଗଡର ସୁକମାରେ ୪ ନକ୍ସଲ ଗିରଫ, ପୁଲିସଙ୍କୁ ଟାର୍ଗେଟ କରି ବୋମା ଖଞ୍ଜୁଥିଲେ

Spread the love

ଛତିଶଗଡର ସୁକମା ଜିଲ୍ଲାର ଜଗରଗୁଣ୍ଡା ଅଞ୍ଚଳରୁ ପୁଲିସ ୪ ଜଣ ସକ୍ରିୟ ନକ୍ସଲକୁ ଗିରଫ କରିଛି। ଟିଫିନ ବୋମା ସହିତ ଏମାନେ ପୁଲିସ କ୍ୟାମ୍ପକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲେ।