ଜୟନ୍ତଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ଶିକ୍ଷୟତ୍ରୀ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଜୟନ୍ତଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ଶିକ୍ଷୟତ୍ରୀ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
Spread the love

ଜୟନ୍ତଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ଶିକ୍ଷୟତ୍ରୀ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଅନ୍ତର୍ଗତ ଜୟନ୍ତଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟ ଫାଟକକୁ ତାଲା ମାରି ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନଙ୍କ ଅଭିଯୋଗ, ଇଂରାଜୀ ଶିକ୍ଷୟତ୍ରୀ ଜବାପୁରବୀ ନଗେଶ ଛାତ୍ରଛାତ୍ରୀଙ୍କ ସହ ଅସଭ୍ୟ ବ୍ୟବହାର କରୁଥିବା ସହିତ ଠିକରେ ପଢ଼ାଇ ନ ପାରୁନାହାନ୍ତି।˚ରାଜୀ ଶିକ୍ଷୟିତ୍ରୀ ଏମିତିକି ୧୧ ଶ୍ରେଣୀର ଅଧ୍ୟୟନ ୧୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ଜଣ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀରୁ ବାହାର କରିଦେଇଛନ୍ତି। ପୂର୍ବରୁ ଘଟଣା ସ˚ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଏବ˚ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।