ବରଗଡ – (ଭବାନୀ ଶଙ୍କର ପାଢ଼ୀ)
ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀ କାଦୋବାହଲ ନୋଡାଲ ଉଚ୍ଚ ବିଦ୍ୟାଳୟର ଚେୟାର ମ୍ୟାନ, ତଥା କମିଟିର ନୂଆ ପୁରୁଣା ସମସ୍ତ ସଦସ୍ୟ ଏବଂ DEO ଜିଲ୍ଲାଶିକ୍ଷା ଅଧିକାରୀଙ୍କ ଙ୍କ ଆଗ୍ରହ କ୍ରମେ କାଦୋବାହଲ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଯାଇ ଏକ (JD) ଜୁନିଅର ଡ଼ିଭିଜନ ସମର ଶିକ୍ଷାର୍ଥୀ ବାହିନୀ (NCC) ର CTO କେୟାର ଟେକିଂଙ୍ଗ ଅଫିସର୍ ଚୟନ ସମୟରେ BEO ଏବଂ ABEO ଙ୍କ ସହିତ ଉପସ୍ଥିତ ଥିବା ଅବସରରେ —
ବରଗଡ୍: କାଦୋବାହଲ ନୋଡାଲ ଉଚ୍ଚ ବିଦ୍ୟାଳୟରେ NCC CTO ଅଧିକାରୀ ଚୟନ

