G20 ଶିଖର ସମ୍ମିଳନୀରେ ଐତିହାସିକ ଜଳବାୟୁ ଘୋଷଣାନାମା ପାସ୍, ଆମେରିକା ବୟକଟ ସତ୍ତ୍ୱେ ସର୍ବସମ୍ମତି

G20 ଶିଖର ସମ୍ମିଳନୀରେ ଐତିହାସିକ ଜଳବାୟୁ ଘୋଷଣାନାମା ପାସ୍, ଆମେରିକା ବୟକଟ ସତ୍ତ୍ୱେ ସର୍ବସମ୍ମତି
Spread the love

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଏକ ଐତିହାସିକ ଘୋଷଣାନାମା ଗ୍ରହଣ କରାଯାଇଛି। ଆମେରିକାର ବିରୋଧ ଏବଂ ବୟକଟ ସତ୍ତ୍ୱେ 20ଟି ଦେଶ ସର୍ବସମ୍ମତିରେ ଏହି ମିଳିତ ଘୋଷଣାନାମାକୁ ଅନୁମୋଦନ କରିଛନ୍ତି। ବିଶ୍ଳେଷକମାନେ ଏହାକୁ G20 ର ପରମ୍ପରା ଭଙ୍ଗା ଏବଂ ଜଳବାୟୁ ସଙ୍କଟ ପ୍ରତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବେଳେଇଛନ୍ତି।