Category: Uncategorized

ସଞ୍ଜୁ ସାମସନ ରିଲିଜ ହେବା ନେଇ ହେଉଥିଲା ଚର୍ଚ୍ଚା, ହେଲେ ରାଜସ୍ଥାନରୁ ଦ୍ରାବିଡ ବିଦା

ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ବାଟ ଅଲଗା ହୋଇଛି। ଫ୍ରାଞ୍ଚାଇଜ ପକ୍ଷରୁ ସୋସିଆଲ ମିଡିଆରେ ଶନିବାର ଏନେଇ ସୂଚନା ଦେଇଛନ୍ତି। ତେବେ ଦ୍ରାବିଡ଼ଙ୍କୁ ମୁଖ୍ୟ କୋଚ୍‌ ବଦଳରେ ଅନ୍ୟ…

ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ବାଛୁରୀକୁ କାନ୍ଧରେ ବୋହିନେଲେ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

ଜମ୍ମୁ-କଶ୍ମୀରରେ ପ୍ରବଳ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଗାଁ ବୁଡ଼ି ଯିବା ସହ ରାସ୍ତାଘାଟ ଜଳମଗ୍ନ ହୋଇଛି। ଏଠାରେ ରହୁଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ତଥାପି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ବାଛୁରୀକୁ କାନ୍ଧରେ ବୋହିନେଲେ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

ଜମ୍ମୁ-କଶ୍ମୀରରେ ପ୍ରବଳ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଗାଁ ବୁଡ଼ି ଯିବା ସହ ରାସ୍ତାଘାଟ ଜଳମଗ୍ନ ହୋଇଛି। ଏଠାରେ ରହୁଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ତଥାପି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

କ୍ୟାଥ୍ଲିକ୍ ଚର୍ଚ ପକ୍ଷରୁ ଶିକ୍ଷା ଶିବିର ।

କ୍ୟାଥ୍ଲିକ୍ ଚର୍ଚ ପକ୍ଷରୁ ଶିକ୍ଷା ଶିବିର । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ଅଞ୍ଚଳର କ୍ୟାଥଲିକ ଚର୍ଚ ପକ୍ଷରୁ ଏକ ଶିକ୍ଷା ଶିବିର ସ୍ଥାନୀୟ ସାଧୁପିଟର ପାରିସ ହଲ ପରିସରରେ ଅନୁଷ୍ଠିତଥିଲା । ଏହି ଶିବିରରେ ମୋହନା ମୁଖ୍ୟଯାଜକ…

ବିହାରରେ ସୀମା ଡେଇଁଲେ ବିଜେପି-କଂଗ୍ରେସ: ରାସ୍ତା ମଝିରେ ବାଡ଼ାବାଡ଼ି

ପାଟନାରେ ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବାକୁ ବିରୋଧ କରି ବିଜେପି କର୍ମୀମାନେ ପାଟନାସ୍ଥିତ….…

ବିସିସିଆଇ (BCCI) ଅଧ୍ୟକ୍ଷ ପଦରୁ ରୋଜର ବିନ୍ନି ଇସ୍ତଫା ଦେଇଛନ୍ତି।

ବିସିସିଆଇ (BCCI) ଅଧ୍ୟକ୍ଷ ପଦରୁ ରୋଜର ବିନ୍ନି ଇସ୍ତଫା ଦେଇଛନ୍ତି।ତାଙ୍କର ଇସ୍ତଫା ପରେ, ବୋର୍ଡର ଦାୟିତ୍ୱ ରାଜୀବ ଶୁକ୍ଳାଙ୍କ କାନ୍ଧକୁ ଆସିଛି।ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଜୀବ ଶୁକ୍ଳା ବିସିସିଆଇର କାର୍ଯ୍ୟବାହୀ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିଭାଇବେ।

ୟୁକ୍ରେନ ଉପରେ ଭୟାବହ ଆକ୍ରମଣ

ରୁଷ୍‌ ପୁଣିଥରେ ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। କିବ୍‌କୁ ଟାର୍ଗେଟ୍‌ କରି ହୋଇଥିବା ଏହି ଭୟାନକ ଆକ୍ରମଣରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି। ରୁଷ୍‌ର ଡ୍ରୋନ୍‌… କିବ୍‌: ରୁଷ୍‌ ପୁଣିଥରେ ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। କିବ୍‌କୁ ଟାର୍ଗେଟ୍‌…

ତୋରଣ ଆଗରେ କରୁଣ ଚିତ୍ର: ପ୍ରଭୁ ! ମୋ ବେଲୁନ ବିକ୍ରି ହେଇଯାଉ… ନହେଲେ ଘରେ ଚୁଲି ଜଳିବନି…

ବିଦ୍ୟାଦାତାଙ୍କ ତୋରଣ ଆଗରେ ପାଠ ପାଇଁ ନହେଲା ନାହିଁ ତା ବେଲୁନ ସବୁ ବିକ୍ରି ହେଇ ଯାଉ ବୋଲି କୁନି ଝିଅଟି ନିଶ୍ଚୟ ଗଣେଶଙ୍କୁ ଗୁହାରି କରିଥିବ । ସତରେ ସମସ୍ତଙ୍କ ଜୀବନ ସମାନ ନୁହେଁ କି ସମସ୍ତେ ସମାନ ଭାଗ୍ୟ…

ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ,୬ ଜଣ ଉଦ୍ଧାର।

ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ,୬ ଜଣ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ପୋଡମପେଟା ସମୁଦ୍ରରେ ଡ଼ଙ୍ଗା ଓଲଟି ପଡିବାରୁ ଜଣେ ନିଖୋଜ ହୋଇଥିବା ବେଳେ ଆଉ ୬ ଜଣ ପହଁରି ପହଁରି କୂଳକୁ ଆସିଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଏ…

ସରକାରଙ୍କୁ ୪୯୦ କୋଟି ଟଙ୍କା ବକେୟା; ପାନିପଥରେ IMA ର ଜୋରଦାର ବିକ୍ଷୋଭ

ହରିୟାଣାରେ ଆୟୁଷ୍ମାନ ଭାରତ ସେବା ବନ୍ଦ – ୬୫୦ ଘରୋଇ ହସ୍ପିଟାଲର ନିଷ୍ପତ୍ତିରେ ଦେଢ଼ କୋଟି ହିତାଧିକାରୀ ବଞ୍ଚିତ ଚଣ୍ଡିଗଡ: ଗରିବ ଲୋକଙ୍କ ଚିକିତ୍ସା ପାଇଁ ଭାରତ ସରକାର ପ୍ରଚଳିତ ‘ଆୟୁଷ୍ମାନ ଭାରତ’ ଯୋଜନା ବର୍ତ୍ତମାନ ହରିୟାଣାରେ ସଙ୍କଟରେ ପଡ଼ିଛି।ସୂଚନା ଅନୁଯାୟୀ,…