ପାରଳାଖେମୁଣ୍ଡି ମୁଖ୍ୟରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଅଗ୍ରଗତି ନେଇ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ ।
ପାରଳାଖେମୁଣ୍ଡି ମୁଖ୍ୟରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଅଗ୍ରଗତି ନେଇ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ ।ଗଜପତି,୨୧/୯:(ମନୋଜ ପାଢୀ) ପାରଳାଖେମୁଣ୍ଡିର ମୁଖ୍ୟରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ସମ୍ପର୍କରେ ଆଜି ବିଧାନସଭାରେ ପାରଳା ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ଅତ୍ୟନ୍ତ…
