କଟକ ଖଣି ବିଭାଗର ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ହୋଇଥିବା ଚଢ଼ାଉ ସମୟରେ ୪ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
ଓଡ଼ିଶାରେ ଭିଜିଲାନ୍ସ ଚଢ଼ାଉ ଇତିହାସରେ ଆଉ ଗୋଟିଏ ବଡ଼ ଘଟଣା ସାମ୍ନାକୁ ଆସିଛି। କଟକ ଖଣି ବିଭାଗର ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ହୋଇଥିବା ଚଢ଼ାଉ ସମୟରେ…
