ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ପାଳିତ। ଗଜପତି,11.8(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମାସ୍ଥିତ ସ୍ଥାନୀୟ ନଗର ଭବନଠାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍...
ମାନଚିତ୍ରରେ ଅଛି, ଭୋଟର ତାଲିକାରେ ନାହିଁ ରୁବାଲ । ଗଜପତି, 10/08/2026(ମନୋଜ ପାଢ଼ୀ)-: ଗଣତନ୍ତ୍ରର ମହାପର୍ବରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଭୋଟ ହେଉଛି ତାଙ୍କର ଅଧିକାର। ହେଲେ ଗଜପତି ଜିଲ୍ଲାର ଏକ ଦୁର୍ଗମ ଗାଁର ଲୋକଙ୍କ ପାଇଁ ଏହି ଅଧିକ...
ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ… ଗଜପତି,୧୧।୮( ମନୋଜ ପାଢ଼ୀ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ ଜବତ କରିଛି ଅବକ...
ଅଙ୍ଗଦାନ କରି ଅମର ହେଲେ ଗୌଡତାଳସିଂ ଗ୍ରାମର ଜୀବରତ୍ନମମୃତ୍ୟୁପରେ ୫ ଅଙ୍ଗଦାନ କରି ଅମର ହେଲେ ।ଗଜପତି,୧୧.୮(ମନୋଜ ପାଢ଼ୀ)-: ମୃତ୍ୟୁପରେ ମଧ୍ୟ ନୂତନ ଜୀବନ ଦେଇ ଅମର ହୋଇପାରିଛନ୍ତି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସବୋରା ପଞ୍ଚାୟତ ଅନ୍ତର୍ଗତ ଗ...
ଗଜପତି ଛାତ୍ରୀଙ୍କ ଜାତୀୟସ୍ତର ପ୍ରେରଣାରେ ଯୋଗଦାନ । ଗଜପତି,୧୧.୮(ମନୋଜ ପାଢ଼ୀ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ର ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବରେ ଯୋଗଦାନ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ...
ଅପହରଣ ମାମଲାରେ ମହିଳାଙ୍କୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ । ଗଜପତି,(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରୁ ଜଣେ ମହିଳାଙ୍କୁ ପଶ୍ଚିମ ବଙ୍ଗ ପୋଲିସର ଏକ ଟିମ ଅପହରଣ ଅପରାଧ ଅଭିଯୋଗରେ ଉଠେଇ ନେଇ ଥିବା ଦେଖିବାକୁ ମିଳିଛି। ସୂ...
ଗଞ୍ଜାମ ଜିଲ୍ଲା ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁରୋଧ ଛତ୍ରପୁର, ତା. ୧୦/୦୮/୨୦୨୬: ପବିତ୍ର ସ୍ୱାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ସମଗ...
ପୁର୍ବତନ ରାଷ୍ଟ୍ରପତି ଭି ଭି ଗିରିଙ୍କର ଜୟନ୍ତୀ ପାଳନ ଅନୁଷ୍ଠିତ ହୋଇଛି। ଆମ ଓଡ଼ିଶା ର ଗର୍ବ ଓ ଗୌରବର ପ୍ରତୀକ ତଥା ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରିଙ୍କର ୧୩୨ ତମ ଜନ୍ମ ଜୟନ୍ତୀ ଉତ୍ସବ ତାଙ୍କର ବାସସ୍ଥଳୀ ଅଥବା ବର୍ତ୍ତମାନ ର ଭି ଭି ଗିରି...
ଗଞ୍ଜାମ ଜିଲ୍ଲା ନିର୍ବାଚନକୁ ଦୃଷ୍ଟିରେ ରଖି ଭାମଶ୍ଯାଳି ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ। ବୁଗୁଡ଼ା ୧୦/୦୮/୨୬ ଆଗାମୀ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ଭାମଶ୍ଯାଳି ବିଜେପି ପକ୍ଷରୁ ଆଜି ଏକ ସାଙ୍ଗଠନି...
*ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି*- କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାଂସଦ ପ୍ରଦୀପ ପୁରୋହିତଙ୍କ ଦୃଢ଼ ଦାବି ବରଗଡ, ୧୦/୦୮-(ଭବାନୀ ଶଙ୍କର ପାଢ଼ୀ) ଚିର ଅବହେଳିତ ଓ ମରୁଡ଼ି ପ୍ରପୀଡ଼ିତ ବରଗଡ ଜିଲ୍ଲ...










