୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ବୁଧବାର ୯ ଜୁଲାଇ, ୨୦୨୫ ଭାରତ ବନ୍ଦ ଡାକରା ଦେଇଛି ।
ନୂଆଦିଲ୍ଲୀ : ଭାରତର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ବୁଧବାର (୯ ଜୁଲାଇ, ୨୦୨୫) ଭାରତ ବନ୍ଦ ଡାକରା ଦେଇଛି । କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଏହି ଦେଶବ୍ୟାପୀ ଧର୍ମଘଟ ଡକରା ଦିଆଯାଇଛି । ଏହି…
