ଡନ୍ ୩ ଟିଜର୍ ରିଲିଜ୍!
ମନୋରଞ୍ଜନ ସମ୍ବାଦ🎬 ଡନ୍ ୩ ଟିଜର୍ ରିଲିଜ୍! ବଲିଉଡ଼ ଅଭିନେତା ରଣବୀର ସିଂହଙ୍କର ନୂତନ ରୂପ ଏବେ ଡନ୍ ୩ ରେ ଦେଖିବାକୁ ମିଳିଛି। ଆଜି ମୁକ୍ତି ପାଇଥିବା ଟିଜର୍ରେ ତାଙ୍କର ନବ ଅବତାର ଏବଂ ଜବରଦସ୍ତ ଆକ୍ସନ୍ ଦୃଶ୍ୟ ଦେଖି…
ମନୋରଞ୍ଜନ ସମ୍ବାଦ🎬 ଡନ୍ ୩ ଟିଜର୍ ରିଲିଜ୍! ବଲିଉଡ଼ ଅଭିନେତା ରଣବୀର ସିଂହଙ୍କର ନୂତନ ରୂପ ଏବେ ଡନ୍ ୩ ରେ ଦେଖିବାକୁ ମିଳିଛି। ଆଜି ମୁକ୍ତି ପାଇଥିବା ଟିଜର୍ରେ ତାଙ୍କର ନବ ଅବତାର ଏବଂ ଜବରଦସ୍ତ ଆକ୍ସନ୍ ଦୃଶ୍ୟ ଦେଖି…
ସମ୍ବଲପୁର: ଛାତ୍ରୀଙ୍କୁ ପ୍ରତାରଣା ଅଭିଯୋଗରେ ଅଧ୍ୟାପକ ଗିରଫ, ବିଶ୍ବବିଦ୍ୟାଳୟ ପକ୍ଷରୁ ନିଲମ୍ବନ ସମ୍ବଲପୁର, ୧୭ ଜୁଲାଇ – ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ପରେ ପ୍ରତାରଣା…
ବିଷମକଟକରେ ନାବାଳିକା ଅପହରଣ ଘଟଣା: ଯୁବକ ସହ ଜଣେ ଗିରଫ, ପୁଲିସ ତଦନ୍ତ ଜାରି ବିଷମକଟକ (ରାୟଗଡ଼ା), ୧୭ ଜୁଲାଇ – ରାୟଗଡ଼ା ଜିଲ୍ଲାର ବିଷମକଟକ ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଘଟଣା ଦେଶାଳିଲା ପରେ ଥାନାରେ ଆନ୍ଦୋଳନ…
ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ଡ଼ାକରା ସଂପୂର୍ଣ୍ଣ ଭାବେ ସଫଳ ହୋଇଥିଲା। ବରଗଡ – ( ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ…
ଦୁର୍ଦାନ୍ତ ମାଓ ଦମ୍ପତିର ଆତ୍ମସମର୍ପଣ, ମାଲକାନଗିରି: ଦୁର୍ଦାନ୍ତ ମାଓ ଦମ୍ପତିର ଆତ୍ମସମର୍ପଣ, ୪୫ ବର୍ଷ ପରେ ବାହାରିଲେ ବିପଥରୁ ମାଲକାନଗିରି, ତା. ୧୭ ଜୁଲାଇ – ଦୀର୍ଘ ୪୫ ବର୍ଷ ଧରି ମାଓବାଦୀ ସଂଗଠନରେ କାର୍ଯ୍ୟ କରିବା ପରେ ଏକ ଦୁର୍ଦାନ୍ତ…
ଯୁବକର ମୃତ ଦେହ ଉଦ୍ଧାର ବେଲଗୁଣ୍ଠା ଥାନା ଅର୍ନ୍ତଗତ କୋଣଭାଗ ମୁଣ୍ଡ ସାହି ଦେଇ ଯାଇଥିବା ବଡ ନଦୀରୁ ସନ୍ୟାସୀ ପ୍ରଧାନ ନାମକ ୪୦ ବର୍ଷୀୟ ଯୁବକର ଶବ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ଦ୍ଵାରା ଉଦ୍ଧାର କରିଛନ୍ତି। ମୃତ…
ପାଞ୍ଚ ଜଣିଆ ଡକାୟତ ଦଳ ଗିରଫ। ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଚୋରି, ଡକାୟତି, ରାହାଜାନୀ, ହତ୍ୟା, ଲୁଟ୍ ଓ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ…
ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ୪ ଜଣ କମ୍ୟୁନିଟି ହେଲଥ ଅଫିସର ସସପେଣ୍ଡ । ଗଜପତି :୧୭/୭(ମନୋଜ ପାଢୀ): ଗଜପତି ଜିଲ୍ଲାରେ ୪ ଜଣ କମ୍ୟୁନିଟି ହେଲଥ ଅଫିସର ସସପେଣ୍ଡ ହୋଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ…
ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି । ଗଜପତି:୧୭/୭(ମନୋଜ ପାଢୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ…
ଗଜପତି:୧୭/୭(ମନୋଜ ପାଢୀ ): ରାଜବାଟି ନିକଟରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସ୍ୱର୍ଗତା ସୌମ୍ୟାଶ୍ରୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାରଳାଖେମୁଣ୍ଡି ସହରର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ମହିଳାମାନେ ଏଥିରେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଗତିର…