Category: Odisha News

ମହେନ୍ଦ୍ର ତନୟା ନଦୀ ପୋଲ ବୁଲାଣି ରାସ୍ତା ଠାରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ ।

ମହେନ୍ଦ୍ର ତନୟା ନଦୀ ପୋଲ ବୁଲାଣି ରାସ୍ତା ଠାରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ । ଆର,ଉଦୟଗିରି(ମନୋଜ କୁମାର ପାଢୀ) :—–ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ମହେନ୍ଦ୍ର ତନୟା ନଦୀ ବୁଲାଣି ରାସ୍ତା ଠାରେ ବାଇକ୍ ରୁ ପଡ଼ି ଜଣେ ଯୁବକ…

ଖବର ଦେବାର ୮ ଘଣ୍ଟା ପରେ ମଧ୍ୟ ଆସିଲାନି ଆମ୍ବୁଲାନ୍ସ…. ଶେଷରେ କାର ଭଡ଼ା କରି ଗର୍ଭବତୀଙ୍କୁ ଡାକ୍ତରଖାନା ନିଆଗଲା

ଖବର ଦେବାର ୮ ଘଣ୍ଟା ପରେ ମଧ୍ୟ ଆସିଲାନି ଆମ୍ବୁଲାନ୍ସ…. ଶେଷରେ କାର ଭଡ଼ା କରି ଗର୍ଭବତୀଙ୍କୁ ଡାକ୍ତରଖାନା ନିଆଗଲା ଆର,ଉଦୟଗିରି :୧୯/୭(ମନୋଜ ପାଢୀ)ଗଜପତି ଜିଲ୍ଲାରେ ପ୍ରସବ ବେଦନା ଭୋଗୁ ଥିବା ମହିଳାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ବାରମ୍ବାର ବାରମ୍ବାର ନିବେଦନ…

ଗଜପତି ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତାର ଶୁଣାଣି କଲେ ଆଇଜି ।

ଗଜପତି ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତାର ଶୁଣାଣି କଲେ ଆଇଜି । ଗଜପତି:୧୯/୭(ମନୋଜ ପାଢୀ)ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଆସିଥିଲା। ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ…

ପୁର୍ବତନ ଏମ୍ ଭି ଆଇ ଦୋଷୀ ସାବ୍ୟସ୍ତ।

ପୁର୍ବତନ ଏମ୍ ଭି ଆଇ ଦୋଷୀ ସାବ୍ୟସ୍ତ। ବ୍ରହ୍ମପୁର ରୁ( କୈଳାଶ ଚନ୍ଦ୍ର ଚୌଧୁରୀ),ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜଜ୍ ଞାନେନ୍ଦ୍ର କୁମାର ବାରିକ ଆୟ ବହିର୍ଭୁତ ସମ୍ପତ୍ତି ମାମଲାର ବିଚାର କରି ପୁର୍ବତନ ଏମ୍ ଭି ଆଇ ଦେବୀ ପ୍ରସାଦ…

ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବରର ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ।

*ଗୁରୁତର ଅବସ୍ଥାରେ ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।* ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବରର ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ।…

ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ପରେ ପ୍ରଧାନଶିକ୍ଷକ ନିଲମ୍ବିତ

ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ପରେ ପ୍ରଧାନଶିକ୍ଷକ ନିଲମ୍ବିତ ନୂଆପଡ଼ା, ୧୮/୭ :ନୂଆପଡ଼ା ବ୍ଲକର ସାହାଜଟ ସେବାଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀର ଗୋଟିଏ ଛାତ୍ରଙ୍କ ଅକାଳ ମୃତ୍ୟୁ ପରେ, ସ୍କୁଲର ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରାଯାଇଛି। ଜିଲାପାଳଙ୍କ ଆଦେଶରେ…

ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର।

ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର।ଆଜି ମଧ୍ୟାହ୍ନ ରେ ବ୍ରହ୍ମପୁର ନଗର ଚିକିତ୍ସାଳୟ ନିକଟରେ ଜଣେ ଅଜଣା ବସ୍ କୁ ଅପେକ୍ଷା କରିଥିବା ବେଳେ ଅଚେତ ଅବସ୍ଥାରେ ପଡ଼ିଥିଲା। ପରବର୍ତ୍ତୀ ସମୟରେ ସେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ମୃତ୍ୟୁ…

ମୋହନା ବ୍ଲକ ପରିସର ମଧ୍ୟରେ ମିଶନ ଶକ୍ତି କାଫେ କୁ ଉଦଘାଟନ କଲେ ସ୍ଥାନୀୟ ବିଧାୟକ ଦାଶରଥି ।

ମୋହନା ବ୍ଲକ ପରିସର ମଧ୍ୟରେ ମିଶନ ଶକ୍ତି କାଫେ କୁ ଉଦଘାଟନ କଲେ ସ୍ଥାନୀୟ ବିଧାୟକ ଦାଶରଥି । ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପରିସର ମଧ୍ୟରେ ଆଜି ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ…

ଗଜପତିରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ: ଜିଲ୍ଲାପାଳ ।

ଗଜପତିରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ: ଜିଲ୍ଲାପାଳ । ଗଜପତି (ମନୋଜ ପାଢୀ): ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ…