Category: Odisha News

ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସୁଭଦ୍ରା ଶକ୍ତି କାଫେ ଉଦଘାଟିତ ।

ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସୁଭଦ୍ରା ଶକ୍ତି କାଫେ ଉଦଘାଟିତ । ଗଜପତି (ମନୋଜ ପାଢୀ)ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମର ମାଁ ମଙ୍ଗଳା ଶକ୍ତି…

ମୋହନା ମେଡିକାଲ ରେ ରକ୍ତ ଭଣ୍ଡାର ସ୍ଥାପନ ନିମନ୍ତେ ଦାବୀ ପତ୍ର ।

ମୋହନା ମେଡିକାଲ ରେ ରକ୍ତ ଭଣ୍ଡାର ସ୍ଥାପନ ନିମନ୍ତେ ଦାବୀ ପତ୍ର । ଆର,ଉଦୟଗିରି:୨୩/0୭/୨୫(ମନୋଜ କୁମାର ପାଢୀ) ସଭାପତି ଶ୍ରୀ ହରି ଚନ୍ଦନ ବେହେରାଙ୍କ ନେତୃତ୍ବରେ ମୋହନା ବ୍ଲକର ପାଣ ଖ୍ରୀଷ୍ଟିୟାନ ଯୁବ ସମାଜ ତରଫରୁ ଗଜପତି ଜିଲ୍ଲାପାଳଙ୍କ ଜରୀଆରେ ମୋହନା…

ବୃଦ୍ଧଙ୍କ ଆତ୍ମହତ୍ୟା।

ବୃଦ୍ଧଙ୍କ ଆତ୍ମହତ୍ୟା। ପାଟପୁର ଥାନା ଅନ୍ତର୍ଗତ ବଡିଆଓସ୍ତା ଗ୍ରାମର ପିତବାସ ଆଚାର୍ଯ୍ୟ ନାମକ ଜଣେ ବୃଦ୍ଧ ବ୍ୟକ୍ତି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ନିଜ ପୁଅ କୁ ଏକ ଆତ୍ମହତ୍ୟା ଚିଠି…

କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତୀଭାସନଙ୍କୁ ଫର ଅଦର୍ସର ବିଦାୟ ସମ୍ବର୍ଦ୍ଧନା।

କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତୀଭାସନଙ୍କୁ ଫର ଅଦର୍ସର ବିଦାୟ ସମ୍ବର୍ଦ୍ଧନା। ସେମିଳିଗୁଡା.ତାରିଖ ୨୩.୭,୨୦୨୫,କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତୀଭାସନଙ୍କର ଗଂଜାମ ଜିଲ୍ଲାପାଳ ହିସାବରେ ବଦଳି ହୋଇ ଥିବାର ଜଣାପଡିଲାପରେ ସେମିଳିଗୁଡାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ସ୍ନିଗ୍ଧାରାଣୀ ମିଶ୍ର କୋରାପୁଟ…

ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ଠାରେ ମାଗଣା ରେ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ଠାରେ ମାଗଣା ରେ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ପକ୍ଷରୁ ଗରିବ, ନୀରିହ…

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳନ ।

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳନ । ରାୟଗଡ଼ା : ତା : ୨୩/୦୭/୨୫ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ବରିଷ୍ଠ ନାଗରିକ କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୂର ସଂଘର ୭୦ ତମ ପ୍ରତିଷ୍ଠା ଦିବସ…

ଗଜପତି ଜିଲ୍ଲାପାଳ ହେଲେ ମିସ୍ ମଧୁସ୍ମିତା ।

ଗଜପତି ଜିଲ୍ଲାପାଳ ହେଲେ ମିସ୍ ମଧୁସ୍ମିତା । ଗଜପତି(ମନୋଜ ପାଢୀ) ତ-୨୩/୭/ଗତ କାଲି ରାଜ୍ୟ ସରକାର ଏକ ବଡ଼ ଧରଣର ଆଇ ଏ ଏସ ମାନଙ୍କ ବଦଳି କରିଛନ୍ତି। ସେଥି ମଧ୍ୟରୁ ଗଜପତି ଜିଲ୍ଲାପାଳ ଥିବା ବିଜୟ କୁମାର ଦାସ(ଆଇ ଏ…

ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ: ୧୬ ଆକ୍ରାନ୍ତ, ୬ ଗୁରୁତର

ଖଡ଼ିଆଳ,ନୂଆପଡା,୨୩।୭(ସୁଜିତ କୁମାର ପ୍ରଧାନ /ମାକରୁ ବେମାଲ ):ନୂଆପଡା ଜିଲା ସିନାପାଲି ବ୍ଲକର ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ ଦେଖାଦେଇଛି। ୧୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ…

‘ଏକତରଫା’ ପ୍ରେମିକା ଅନଲାଇନରେ ତାଙ୍କ ଫଟୋ ଲିକ୍ କରିବା ପରେ ଓଡିଶା ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି

ନବରଙ୍ଗପୁରର ରାଇଘରର ଜଣେ ନର୍ସିଂ ଛାତ୍ରୀ ତାଙ୍କ ଫଟୋ ପ୍ରେମୀ ଯୁବକଙ୍କ ଦ୍ୱାରା ଅନଲାଇନରେ ଲିକ୍ ହେବା ପରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ଉତ୍ତେଜନା ସୃଷ୍ଟି କରିଛି, ପୋଲିସ ତଦନ୍ତ କରୁଛି କିନ୍ତୁ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର…

ଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କାମାକ୍ଷାନଗର,୨୩।୭(ସୁଧୀର କୁମାର ପରିଡ଼ା):ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଭଏରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି ୨ଦୁର୍ବୃତ୍ତ। ଭତ୍ତା ଦେଇ ପଲିସାନ୍ତରାପୁର ଗାଁରୁ ଫେରିବା ବାଟରେ ଆକ୍ରମଣ କରି…