ଗଛରେ ପିଟି ହୋଇ ମୋଟରସାଇକେଲ ଚାଳକ ମୃତ। ହିଞ୍ଜିଳି ଥାନା ଅର୍ନ୍ତଗତ କଞ୍ଚୁରୁ ଦୁର୍ବନ୍ଧ ରାସ୍ତାରେ ଶଙ୍କର ବେହେରା ନାମକ ଜଣେ ଯୁବକ ମୋଟରସାଇକେଲ ରେ ଯିବା ବେଳେ ଗଛରେ ପିଟି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛି। ମୃତ ଯୁବକ ର ଘର ହିଞ୍ଜିଳି...
ମହିଳାଙ୍କ ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଲଛମନପଲ୍ଲୀ ଗ୍ରାମର କଲ୍ୟାଣୀ ମହାନ୍ତି ନାମ୍ନୀ ଜଣେ ମହିଳା ନିଜ ଘର ଛାତର ଲୁହା ରଡ୍ ରେ ଲୁଗା ବାନ୍ଧି ନିଜ ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ...
କ୍ରାନ୍ତିପଡା ର ନଳକୂଅ ଦୀର୍ଘ ଦିନ ହେଲା ଅଚଳ ଫଳରେ ପାନୀୟଜଳର ଅସୁବିଧା ମରାମତି ପାଇଁ ଦାବୀ। ବରଗଡ – (ଭବାନୀ ଶଙ୍କର ପାଢ଼ୀ ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ କ୍ରାନ୍ତିପଡା ଠାରେ ଦୀର୍ଘ ଦିନ ହେ...
ଛାତ୍ରୀ ନିବାସରେ ୨୦ରୁ ଉଦ୍ଧ୍ବ ଅନ୍ତେବାସୀ ଝାଡାବାନ୍ତିରେ ଆକ୍ରାନ୍ତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ଥିବା ଅସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସରେ ୨୦ରୁ ଉଦ୍ଧ୍ବ ଅନ୍ତବାସୀ ଝାଡାବାନ୍ତିରେ ଆକ୍ର...
ଅଗଷ୍ଟ 16 ତାରିଖ ଦାବୀ ଦିବସରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବିଭିନ୍ନ ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇବ । ଗଜପତି(ମନୋଜ ପାଢୀ) ତା 26.07.25 ରିଖ ଶନିବାର ଦିନ ରାୟଗଡ଼ ବ୍ଲକର କୁଜ|ସିଂ ରାଜୀବ ଗାନ୍ଧୀ ସ୍ମାରକ ଉଚ୍ଚ ବିଦ୍ୟାଳୟ ଠାର...
ଅଜଣା ରୋଗରେ ପୀଡିତ ମୋହିନୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିଲେ ବିଧାୟକ। ଗଜପତି(ମନୋଜ ପାଢୀ)- ଗଜପତି ଜିଲ୍ଲା ପାରଳଖେମୁଣ୍ଡି 14ନମ୍ୱର ୱାଡ ସଞ୍ଜୟଗାନ୍ଧୀ କଲୋନୀ ର ମୋହିନୀ କିଛି ମାସ ତଳେ ଅସୁସ୍ଥତା ହୋଇପଡ଼ିଥିଲେ, ତାକୁ ତୁରନ୍ତ ପାରଳାଖେମୁଣ...
ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପରିଚା...
ଜିଲ୍ଲାପାଳ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତରାୟଗଡ:-ତା.୨୫/୦୭ – ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠ...
ଅନାସ୍ଥାନ ପ୍ରସ୍ତାବ ରେ ଭୋଟ ହେଲା କିନ୍ତୁ ହାଇକୋର୍ଟ ଙ୍କ ନିର୍ଦେଶ ନିମନ୍ତେ ଗଣତି ବନ୍ଦ ରହିଲା ରାୟଗଡା : ଗୁଡାରି ବ୍ଳକ ଅଧକ୍ଷା ଲକ୍ଷ୍ମୀ ଶବର ବିରୋଧରେ ଗୁରୁବାର ଦିନ ବ୍ଳକ କାର୍ଯ୍ୟାଳୟ ପରିସରରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଭୋଟ ଗ୍ରହଣ...
ପ୍ରେସ ୟୁନିୟନ ତରଫରୁ ଜିଲ୍ଲାପାଳ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ରାୟଗଡ଼ା:- ରାୟଗଡ ଜିଲ୍ଲା ପାଳ ଶ୍ରୀମତି ପାରୁଲ ପଟୱରି ଙ୍କୁ ପଦୋନ୍ନତି ପରେ ତାଙ୍କୁ ଜିଲ୍ଲା ରୁ ଅନ୍ୟତ୍ର ବଦଳି ପରେ ଆଜି ରାୟଗଡ଼ ପ୍ରେସ ୟୁନିୟନ ତରଫରୁ ସଭାପତି ଅମୁଲ୍ୟ ...
