ଦୁର୍ଦାନ୍ତ ଯୁବକ ଙ୍କ ଆକ୍ରମଣ ରେ ତିନି ଜଣ ଗୁରୁତର ଆହତ। ଗତକାଲି ବିଳମ୍ବିତ ରାତିରେ ପୁରୁଷୋତ୍ତମ ପୁର ଥାନା ଅର୍ନ୍ତଗତ ହାଣ୍ଡିଘର ଗ୍ରାମର କିଛି ଦୁର୍ଦ୍ଦାନ୍ତ ଯୁବକ ଆତଙ୍କରାଜ ଚଳାଇ ଗାଁ ଲୋକଙ୍କୁ ଭୟଭୀତ କରାଇବା ସହ ତିନି ଜଣ ବ୍ୟକ୍ତିଙ୍କୁ...
ଲାଞିପଲୀ ବାଇପାସ୍ ରାସ୍ତାରେ ଓଭରବ୍ରିଜ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଧାରଣା। ( କୈଳାଶ ଚନ୍ଦ୍ର ଚୌଧୁରୀ)ବ୍ରହ୍ମପୁର ସହର ଉପକଣ୍ଠ ଲାଞିପଲୀ ବାଇପାସ୍ ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉ...
ଗଞ୍ଜେଇ ଚାଲାଣକାରୀଙ୍କୁ ଉଠାଇନେଲା ହରିିୟାଣା ପୁଲିସ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-ମୋହନା ଥାନା ପୁଇପଡା ଗାଁରୁ ଜଣେ ଗଞ୍ଜେଇ ଚୋର ଚାଲାଣକାରୀଙ୍କୁ ହରିୟାଣା ପୁଲିସ ଆଜି ଉଠାଇ ନେଇଛନ୍ତି । ସେ ହେଲେ ସେହି ଗାଁର ସୁଜିତ୍ କୁମାର ନାୟକ(42...
ବସ – ବାଇକ୍ ଧକ୍କା, ଜଣେ ଗୁରୁତର ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ଥାନା ଅନ୍ତର୍ଗତ ହିକିରିକୁପା ଗାଁ ପାଖରେ ଏକ ବସ୍ ସହ ବାଇକ୍ ଧକ୍କା ହୋଇଥିଲା । ଏଥିରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ସ୍ଥାନୀୟ ସରପଞ୍ଚ କୈଳାସ ରଇତ ତା...
ଧୁବେନପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ଭେଡେନ ର ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଏଁଲାପାଲି ପାଲି ପଂଚାୟତ ଧୁବେନପାଲି ଠାରେ ଧୁ...
ଗଛ ଲଗାଅ ପ୍ରକୃତି ବଞ୍ଚାଅ: ଲରମ୍ଭା କଲେଜରେ ବନମହୋତ୍ସବ ପାଳିତ ହୋଇଯାଇଛି। ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ବନମହୋତ୍ସବ ପାଳିତ ହୋଇଯାଇଅଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖ...
ଭତ୍ତା, ରାଶନ ପାଇଁ ଜଙ୍ଗଲରେ ଚାଲିବାକୁ ପଡ଼େ ୬ କି.ମି. ଗଜପତି,୨୭ା୭(ମନୋଜ ପାଢୀ): ରାଜ୍ୟ, କେନ୍ଦ୍ର ସରକାର ଉପାନ୍ତ ଅଞ୍ଚଳର ବିକାଶ ଲାଗି ବହୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଉପାନ୍ତ ଅଞ୍ଚଳର କେତେକ ଗ...
ରେଖାପୋଦର ଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ନିମନ୍ତେ ଦାବୀ ରେଖାପୋଦର ଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ନିମନ୍ତେ ଦାବୀ ରାୟଗଡା (ଅମୁଲ୍ୟ ନିଶଙ୍କ ) ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ଅଧୀନରେ ଥିବା ଆଦିବାସୀ ଅଧିଷୟୁତ ରେଖା୍ପଦ...
ବେଦାନ୍ତ ଆଲୁମିନା କମ୍ପାନୀ ବିରୁଦ୍ଧରେ ମୁଣ୍ଡଟେକିଲେ ନିୟମଗିରି ଡଙ୍ଗରିଆ, ୧,୧୨ ଖଣ୍ଡ ଗାଁ ଗାଁ ରେ ସଚେତନ ସହ କମିଟି ଗଠନ ରାୟଗଡା (ଅମୁଲ୍ୟ ନିଶଙ୍କ ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତର ନିୟମଗିରି ପର୍ବତ ...
ମହାନଦୀ କୋଲଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ l ରାୟଗଡ଼ (ଅମୁଲ୍ୟ ନିଶଙ୍କ ) ମହାନଦୀ କୋଳ ଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ...
