ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ ରାୟଗଡ଼ା (ପ୍ରଫୁଲ୍ଲ କୁମାର ବେହେରା)ବିଶ୍ବ ହାତ ଧୋଇବା ଦିବସ ଅବସରରେ Centre for world Solidarity (CWS) ଅନୁଷ୍ଠାନ ତରଫରୁ ଡୁମୁରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ,ଡୁମରୀଗୁଡା, ଶାନ୍ତାବାଡିଗାଁ,ଗୁଜଲପାଡୁ,ଗୋପୀକାଙ୍କୃବାଡି ଗ୍ରାମ ରେ…
