Home / Latest News

Latest News

ହିମାଚଳପ୍ରଦେଶର ସିରମୌର ଜିଲ୍ଲାର ନୌହରାଧାର ଅଞ୍ଚଳର ଚୌକର ଗ୍ରାମରେ ବିଶାଳ ଭୂସ୍ଖଳନ। ୫ ଜଣ ଲୋକ ସୁରକ୍ଷିତ। ଘଟଣାର ଭିଡିଓ ଭାଇରାଲ୍।

ନୂଆଦିଲ୍ଲୀ | ୭ ସେପ୍ଟେମ୍ବର ୨୦୨୫ହିମାଚଳପ୍ରଦେଶରେ ପୁଣିଥରେ ଭୂସ୍ଖଳନ ଆତଙ୍କ ଖେଳାଇଦେଇଛି। ସିରମୌର ଜିଲ୍ଲାର ନୌହରାଧାର ଅଞ୍ଚଳ ଅଧୀନସ୍ଥ ଚୌକର ଗ୍ରାମରେ ଆଜି ବଡ଼ ଧରଣର ଭୂସ୍ଖଳନ ହୋଇ ପର୍ବତର ବିଶାଳ ଅଂଶ ଭୁଶୁଡ଼ିଯାଇଛି।ଭୂସ୍ଖଳନ ଏବଂ ପା...

ନକ୍ସଲ, ସରଣ୍ଡା, ପଶ୍ଚିମ ସିଂହଭୂମି, ସୁରକ୍ଷାବାହିନୀ

ରାଉରକେଲା:ଆଜି ସକାଳେ ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ସିପିଆଇ (ମାଓବାଦୀ) ନକ୍ସଲମାନଙ୍କ ମଧ୍ୟରେ ଭୟାବହ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ପୁରସ୍କାରପ୍ରାପ୍ତ ନକ୍ସଲ ଅମିତ ହାଂସଦା ଓରଫ ଆପ୍ତନ ନି...

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ।

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁ ରେ ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରାରେ ମତାନ୍ତର ଘଟି ବଚସା ଓ ଗୋଷ୍ଠୀ ସଂଘର୍ଷ ଘଟି ଚନ୍ଦନ ବିଷୋୟୀ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ଚନ୍ଦନ ର ଘର...

ଗୁରୁ ଦିବସରେ ସମାଜସେବୀ ସମ୍ବର୍ଦ୍ଧିତ। ସେମିଳିଗୁଡା.ତାରିଖ ୬,୯,୨୦୨୫` ସେମିଳିଗୁଡାର ବରିଷ୍ଠ ସମାଜସେବୀ ,ଏଫବିଡିଓର କୋରାପୁଟ ଜିଲ୍ଲାର ସଂପାଦିକା, ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ସରସ୍ବତୀ ବିଦ୍ୟ...

ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ। କୋଲକାତା ଅଭିମୁଖେ ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ। ଖରାପ ପାଗ ଯୋଗୁଁ ଭୁବନେଶ୍ବରରେ ବିମାନ ଅବତରଣ କରି ପାରି ନଥିଲା।...

“ଭାରତୀୟ ପୁରୁଷ ହକି ଦଳ, ଏସିଆ କପ 2025, ୪-୧ ଗୋଲରେ ମାଲେସିଆକୁ ହରାଇଛି

ରାଜଗିର (ବିହାର) | 4 ସେପ୍ଟେମ୍ବର 2025ପୁରୁଷ ହକି ଏସିଆ କପର ସୁପର-ଫୋର ରାଉଣ୍ଡରେ ଭାରତୀୟ ଦଳ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ୪ ସେପ୍ଟେମ୍ବରରେ ମାଲେସିଆ ବିପକ୍ଷରେ ୪-୧ ଗୋଲରେ ଚମତ୍କାର ଜୟ ପାଇଛି। ୬ ସେପ୍ଟେମ୍ବରରେ ଚୀନ୍‌ ବିପକ୍ଷ...

କୁଣ୍ଡା ବସ୍ତା ଭିତରେ ନେଉଥିଲେ ଗଞ୍ଜେଇ, ମାଡିବସିଲା ମୋହନା ପୋଲିସ,

କୁଣ୍ଡା ବସ୍ତା ଭିତରେ ନେଉଥିଲେ ଗଞ୍ଜେଇ, ମାଡିବସିଲା ମୋହନା ପୋଲିସ, ଆର,ଉଦୟଗିରି ,୪।୯(ମନୋଜ ପାଢୀ): ଗଜପତି ଜିଲା ମୋହନା ଥାନା କଲେଜ ଛକ – ତାରିଣୀ ମନ୍ଦିର ନିକଟରୁ ଏକ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ ।...

ବାଘକୁ ଶିକାର କରି ବାଘ ମାଂସ ଖାଇଥିବା ବାପା, ପୁଅ ଓ ପୁତୁରା ଗିରଫ

ଗଜପତି ବନ ବିଭାଗକୁ ମିଳିଲା ବଡ଼ ଧରଣର ସଫଳତା…. ବିରଳ କଲରାପତରିଆ ବାଘକୁ ଶିକାର କରି ବାଘ ମାଂସ ଖାଇଥିବା ବାପା, ପୁଅ ଓ ପୁତୁରା ଗିରଫ ଗଜପତି:୩/୯(ମନୋଜ ପାଢୀ)ବନ ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିବା ସହ ବିରଳ କଲରାପତରିଆ ବାଘ ଶିକ...

ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମୃତଦେହ ମିଳିଲା

ଲମତାପୁଟ: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମୃତଦେହ ମିଳିଲ।ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ୩ କି.ମି. ଦୂରରେ ମିଳିଲା ମୃତଦେହ। ଗତ ୨୩ ତାରିଖରେ ଭିଡିଓ ଶୁଟିଂ ବେଳେ ଭାସି ଯାଇଥିଲେ ୟୁଟ୍ୟୁବର।ମୃତଦେହର ମୁଣ୍ଡ ନ ଥିବା ବେଳେ ଗୋଟିଏ ମୋବାଇଲ...

1...2829303132...47