Category: Crime

BMC ଯନ୍ତ୍ରୀଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ଘରୁ ହରିଣ ଶିଙ୍ଗ ମିଳିବା ପରେ ବଢିଲା ଅଡୁଆ

BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କର ୧୪୮% ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟଠାରୁ ୧୪୮% ଅଧିକ ସମ୍ପତ୍ତି ଠୁଳ ପାଇଁ ଭିଜିଲାନ୍ସ ଗିରଫ କରିସାରିଛି । ନିର୍ବାହୀ ଯନ୍ତ୍ରୀଙ୍କର ଭୁବନେଶ୍ବରରେ ଗୋଟିଏ, ଗୁଣୁପୁରରେ ୨ଟି କୋଠା, ଭୁବନେଶ୍ବରରେ ଗୋଟିଏ…

ଖସିଯିବେ ସମୀର ସାର୍‌! ICC ରିପୋର୍ଟରେ ସାଂଘାତିକ ଖୁଲାସା, ଫିଟିଗଲା ବାଟ…

ବାଲେଶ୍ବର :ଏଫଏମ କଲେଜର ଛାତ୍ରୀ ମୃତ୍ୟୁ ମାମଲାରେ ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ କଲେଜର ଅଧ୍ୟାପକ ସମୀର ସାହୁ ଗିରଫ ହୋଇଥିବା ବେଳେ ପରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ କଲେଜରେ ଗଠିତ…

ଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କାମାକ୍ଷାନଗର,୨୩।୭(ସୁଧୀର କୁମାର ପରିଡ଼ା):ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଭଏରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି ୨ଦୁର୍ବୃତ୍ତ। ଭତ୍ତା ଦେଇ ପଲିସାନ୍ତରାପୁର ଗାଁରୁ ଫେରିବା ବାଟରେ ଆକ୍ରମଣ କରି…

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା: କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବର୍ତ୍ତିସ୍ଥିତ ସ୍ବାମୀ ଅରୂପାନନ୍ଦ କଲେଜରେ ଚଳିତବର୍ଷ ଜାନୁଆରିରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଓ ଅଶାଳୀନ ବ୍ୟବହାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ…