ବ୍ରହ୍ମପୁର ଆମ୍ବପୁଆ ପୋଲିସ୍ ପଡିଆରେ ପୋଲିସ ପ୍ରତିଷ୍ଠା ଦିବସ ପାଳନ।
ବ୍ରହ୍ମପୁର ଆମ୍ବପୁଆ ପୋଲିସ୍ ପଡିଆରେ ପୋଲିସ ପ୍ରତିଷ୍ଠା ଦିବସ ପାଳନ।ସ୍ବତନ୍ତ୍ର ଉକ୍ତଳ ପ୍ରଦେଶ ଗଠନ ଅବସରରେ ୯୦ ତମ ପୋଲିସ୍ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ଆମ୍ବପୁଆ ପୋଲିସ୍ ପଡିଆରେ ପାଳନ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଆଇ ଜି ନୀତି ଶେଖର…
