ଶ୍ରୀ ରାମ ନବମୀ ଅବସର ରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ
ଶ୍ରୀ ରାମ ନବମୀ ଅବସର ରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ…. ବରଗଡ-(ଭବାନୀ ଶଙ୍କର ପାଢ଼ୀ) ଆଜି ତା-୦୮-୦୪-୨୦୨୫ରିଖ (ମଙ୍ଗଳ ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର କେମ୍ଫ ଠାରେ ଶ୍ରୀ ଶ୍ରୀ କୋଦଣ୍ଡ…
