ସେମିଳିଗୁଡା ମହାବିଦ୍ୟାଳୟର ଏନଏସଏସ ତରଫରୁ ରକ୍ତଦାନ ଶିବିର!
ସେମିଳିଗୁଡା ମହାବିଦ୍ୟାଳୟର ଏନଏସଏସ ତରଫରୁ ରକ୍ତଦାନ ଶିବିର। ସେମିଳିଗୁଡା.ତାରିଖ ୧୫,୪,୨୦୨୫:ସେବାପକ୍ଷ ଉପଲକ୍ଷେ ସେମିଳିଗୁଡା ମହାବିଦ୍ୟାଳୟର ଜାତୀୟସେବା ଯୋଜନା ଶାଖା ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରମାରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ। ଶିବିରରେ…
