କୁନ୍ଦୁଲୀ ଆଦିମ ଗୁରୁକୁଳ ଆଶ୍ରମରେ ଛାତ୍ରାବାସ ଉଦଘାଟିତ
କୁନ୍ଦୁଲୀ ଆଦିମ ଗୁରୁକୁଳ ଆଶ୍ରମରେ ଛାତ୍ରାବାସ ଉଦଘାଟିତ ସେମିଳିଗୁଡା.ତାରିଖ ୨୯,୩-୨୦୨୫:ସେମିଳିଗୁଡା ବ୍ଲକ ଅନ୍ତର୍ଗତ କୁନ୍ଦୁଲୀସ୍ଥିତ ଆଦିମ ଗୁରୁକୁଳ ଆଶ୍ରମର ସରସ୍ବତୀ ଧାମ ଛାତ୍ରାବାସ ଉଦଘାଟନ ହୋଇ ଯାଇଛି।ଏହି ସରସ୍ବତୀ ଧାମ ଛାତ୍ରାବାସ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିଥିବା ଗୁଜରାଟ ସୁରତର…
