ଗଜପତିରେ ୨ ଶିଶୁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼
ଗଜପତିରେ ୨ ଶିଶୁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼….. ସନ୍ଦେହ ଘେରରେ ସାବତ ମା’, ତଦନ୍ତକୁ ଜୋରଦାର କଲା ପୋଲିସ ପ୍ରଶାସନ । ଆର,ଉଦୟଗିରି:୨୫/୩(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ରାମଗିରି ଥାନା ତୁଳସୀନଗର ଗାଁ ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥିବା ଖାଦ୍ୟ…